ହୃଷିକେଶ ମଳ୍ଲିକ୍ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

(ଦ କୁଇଭର): ଘୋଷଣା ହେଲା ୨୦୨୧ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ କବି ହୃଷିକେଶ ମଲ୍ଲିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ।

ସେହିପରି ପିଲାଙ୍କ ସାହିତ୍ୟ ରଚନା କ୍ଷେତ୍ରରେ ଦିଗରାଜ୍ ବ୍ରହ୍ମା ପାଇବେ ‘ବାଲ୍ ସାହିତ୍ୟ ପୁରସ୍କାର’ । ‘ଗୀତ କହେ ମାଟିର କଥା’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଅନ୍ୟପଟେ ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ଦେବବ୍ରତ ଦାସ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ।

Leave a Reply

Your email address will not be published. Required fields are marked *