ଜାଭିୟରରେ କରୋନା: ହଷ୍ଟେଲକୁ କଣ୍ଟେନମେଣ୍ଟ ଘୋଷଣା

(ଦ କୁଇଭର): ରାଜଧାନୀରେ ବଢୁଛି କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । କଣ୍ଟେନମେଣ୍ଟ ହେଲା ଜାଭିୟର ଇନଷ୍ଟିଚ୍ୟୁଟ୍ । ଏହି ଅନୁଷ୍ଠାନରେ ୩୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଜାଭିୟରର ଗୋଟିଏ ହଷ୍ଟେଲକୁ ସମ୍ପୂର୍ଣ୍ଣ ଭାବେ କଣ୍ଟେନମେଣ୍ଟଜୋନ୍ ଘୋଷଣା କରାଯାଇଛି । ସେହି ହଷ୍ଟେଲକୁ ଛାଡ଼ି ଅନ୍ୟ ସବୁ ହଷ୍ଟେଲରେ ଥିବା ଛାତ୍ରଛାତ୍ରୀଙ୍କର ହେବ ଆରଟିପିସିଆର ଟେଷ୍ଟ । ଅନ୍ୟପଟେ ୩ ଦିନ ମଧ୍ୟରେ ରାଜଧାନୀର ୨୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି ।

Leave a Reply

Your email address will not be published. Required fields are marked *