ଜୁନରେ ବାରବାଟୀରେ ଟି-୨୦

(ଦ କୁଇଭର): ଜୁନରେ ବାରବାଟୀରେ ଟି-୨୦ । ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍ ନେଇ ଙଉଇ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଫେବୃଆରୀ ୧୫ରେ ହେବାକୁ ଥିବା ଟି-ଟ୍ୱେଣ୍ଟିଂ ମ୍ୟାଚକୁ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *