DSP ହେଲେ ବୀରେନ୍ଦ୍ର ଲାକ୍ରା

(ଦ କୁଇଭର): ଡିଏସପି ହେଲେ ବୀରେନ୍ଦ୍ର ଲାକ୍ରା । ଓଡ଼ିଶା ପୋଲିସର ଡିଏସପି ପଦରେ ନିଯୁକ୍ତ ହେଲେ ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରା । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ଓଡ଼ିଶା ପୋଲିସ ।

ଗତବର୍ଷ ଆୟୋଜିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ବୀରେନ୍ଦ୍ର । ତାଙ୍କୁ ଉପହାର ସୋରୂପ ରାଜ୍ୟ ସରକାର ତାଙ୍କୁ ପୁରସ୍କାର ସହ ଡିଏସପି ପଦରେ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *