ମାଷ୍ଟର୍ କ୍ୟାଣ୍ଟିନରେ ଗର୍ଜିଲେ +୩ ଛାତ୍ରଛାତ୍ରୀ

(ଦ କୁଇଭର): ରାଜଧାନୀରେ +୩ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଅଫଲାଇନ ପରୀକ୍ଷାକୁ ନେଇ ରାଜରାସ୍ତାଙ୍କୁ ଓହ୍ଲାଇଲେ ଯୁକ୍ତ ତିନି ଛାତ୍ରଛାତ୍ରୀ । କରୋନା ସମୟରେ ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ମାଷ୍ଟର୍ କ୍ୟାଣ୍ଟିନ ରୁ ନବୀନ ନିବାସ ଅଭିମୁଖେ +୩ ଛାତ୍ରଛାତ୍ରୀଙ୍କ ରାଲି । ବିକ୍ଷୋଭ ପ୍ରତିବାଦରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ପାଠପଢା ଅନଲାଇନ୍ ରେ ହୋଇଥିବା ବେଳେ ପରୀକ୍ଷା କାହିଁକି ଅଫଲାଇନରେ ଦେବୁ ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *