ଅଣ୍ଡରଗ୍ରାଉଣ୍ଡ୍ ରାଷ୍ଟ୍ରପତି

(ଦ କୁଇଭର): ଯୁଦ୍ଧର ଦ୍ୱିତୀୟ ଦିନରେ ତୀବ୍ର ରୂପ ନେଲାଣି ଋଷିଆ । ୟୁକ୍ରେନକୁ ଚାରିପଡୁ ଘେରିଲା ୠଷିଆ । ଭୟରେ ଥରୁଛି ୟୁକ୍ରେନ । ଏପଟେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସୁରକ୍ଷାଦୃଷ୍ଟିକୁ ନେଇ ସେ ଅଣ୍ଡରଗ୍ରାଉଣ୍ଡ୍ ହୋଇଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡିଛି । ରୋମାନିଆକୁ ଟାର୍ଗେଟ୍ କରି ନାଟୋ ସଦସ୍ୟର ଜାହାଜକୁ ଋଷିଆ ଆକ୍ରମଣ କରିଥିବା ସୂଚନା ମିଳିଛି । ତେବେ ଆଗକୁ ଯୁଦ୍ଧ ଥମିବ ନା ୟୁକ୍ରେନ ଋଷ ଆଗରେ ଆତ୍ମସମର୍ପଣ କରିବ ସେ ନେଇ ସାରା ବିଶ୍ୱର ନଜର ।

Leave a Reply

Your email address will not be published. Required fields are marked *