ୟୁକ୍ରେନରୁ ଫେରିଲେ ଆଉ ୨୪୯ ଭାରତୀୟ

(ଦ କୁଇଭର): ୟୁକ୍ରେନ ଉପରୁ ହଟୁନି ଯୁଦ୍ଧର କଳା ବାଦଲ । ୟୁକ୍ରେନ ଓ ଋଷ ମଧ୍ୟରେ ଏବେ ବି ଚାଲିଛି ଘମାଘୋଟ ଲଢେଇ । ଦିନକୁ ଦିନ ଯୁଦ୍ଧ ଆଶଙ୍କା ବଢିଚାଲିଛି । ଏହାରି ଭିତରେ ଫସିରହିଛନ୍ତି ଭାରତୀୟ ନାଗରୀକ ଓ ଛାତ୍ରଛାତ୍ରୀ । ଏପର୍ଯ୍ୟନ୍ତ ୧୧୦୦ରୁ ଅଧିକ ଭ।ରତୀୟ ସୁରକ୍ଷିତ ଭ।ବେ କିଭରୁ ଫେରିଛନ୍ତି । ତଥ।ପି, ସେଠ।ରେ ବହୁ ସଂଖ୍ୟକ ନ।ଗରିକ ଫସି ରହିଛନ୍ତି। ଏବେ ବି ୟୁକ୍ରେନରେ ୩୬୦ ଓଡିଆ ଫସିରହିଛନ୍ତି ଆଉ ସେଥିମଧ୍ୟରୁ ୨୧୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ରହିଛନ୍ତି । ସୂଚନ।ନୁସ।ରେ, ଏୟ।ର ଇଣ୍ଡିଆର ପଞ୍ଚମ ବିମ।ନ ୟୁକ୍ରେନରୁ ଭ।ରତୀୟ ଛ।ତ୍ରମ।ନଙ୍କୁ ନେଇ ଆଜି ଦିଲ୍ଲୀ ବିମ।ନ ବନ୍ଦରରେ ଅବତରଣ କରିଛି । ୟୁକ୍ରେନରେ ଫସି ରହିଥିବ। ୨୪୯ ଜଣ ଛ।ତ୍ର ଏବଂ ଅନ୍ୟ ଭ।ରତୀୟ ନ।ଗରିକଙ୍କୁ ନେଇ ଏୟ।ର ଇଣ୍ଡିଆ ବିମ।ନ ଆଜି ସକ।ଳ ପ୍ର।ୟ ୬:୩୦ ସମୟରେ ଦିଲ୍ଲୀର ଇନ୍ଦିର। ଗ।ନ୍ଧୀ ଅନ୍ତର୍ଜ।ତୀୟ ବିମ।ନବନ୍ଦରରେ ଅବତରଣ କରିଛି ।

Leave a Reply

Your email address will not be published. Required fields are marked *