୨ବର୍ଷ ପରେ ଉଡିବ ଅନ୍ତର୍ଜାତିକ ବିମାନ

(ଦ କୁଇଭର): ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ସ୍ୱଭାବିକ ହେବ ଅନ୍ତର୍ଜାତୀୟ ବିମାନ । ମଙ୍ଗଳବାର ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଭାରତରେ ଅନ୍ତର୍ଜାତୀୟ ଉଡାଣକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଫେବୃୟାରୀ ୨୮ରେ ଡିଜିସିଏ ନିୟମିତ ବାଣିଜ୍ୟିକ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ କଟକଣାକୁ ବଢାଇଥିଲେ। ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପୁଣି ସ୍ୱଭାବିକ ହେବ ବିମାନ ।

Leave a Reply

Your email address will not be published. Required fields are marked *