ଉତ୍ତରାଖଣ୍ଡରେ ଜିତିଲା ଦଳ ହାରିଲେ ମୁଖ୍ୟମନ୍ତ୍ରୀ

(ଦ କୁଇଭର): ଉତ୍ତରାଖଣ୍ଡ ଇତିହାସରେ ଏହା ପ୍ରଥର ଘଟଣା ଯେତେବେଳ କୌଣସି ରାଜନୈତିକ ଦଳ ଦ୍ୱିତୀୟଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ରାଜ୍ୟରେ ଲଗାତାର ଦୁଇ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ବିଜେପି ଇତିହାସ ସୃଷ୍ଟି କରିଛି । କାରଣ ଏହା ୨୧ ବର୍ଷର ଇତିହାସରେ କେବେ ହୋଇ ନ ଥିଲା । କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିରାଶ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଭୂବନ ଚନ୍ଦ କାପାଡୀଙ୍କ ଠାରୁ ପାଖା ପାଖି ୭ ହଜାର ଭୋଟରେ ପରାସ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *