Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଚୀନରେ ବିମାନ ଦୁର୍ଘଟଣା: ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଅଘଟଣ

(ଦ କୁଇଭର): ଚୀନରେ ବିମାନ ଦୁର୍ଘଟଣା । ଚୀରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କୁନମିଙ୍ଗରୁ ଗୁଆଙ୍ଗଝୁକୁ ଉଡାଣ ଭରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ୧୩୩ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ।

ଗୁଆଙ୍ଗସି ଅଞ୍ଚଳରେ ଏକ ପାହାଡ଼ରେ ପିଟି ହୋଇ ନିଆଁ ଲାଗିଯାଇଥିବା ସୂଚନା । ତେବେ ଦୁର୍ଘଟଣାରେ ମୃତାହତର କୌଣସି ସ୍ପଷ୍ଟ ସୂଚନା ନାହିଁ । ଦୁର୍ଘଟଣା କେଉଁ କାରଣରୁ ହୋଇଛି ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିବ ।

Exit mobile version