ଏଥର ହେବ ବାଲିଯାତ୍ରା

(ଦ କୁଇଭର ବ୍ୟୁରୋ): ଦୀର୍ଘ ଦୁଇ ବର୍ଷ ପରେ କଟକରେ ଅନୁଷ୍ଠିତ ହେବ ବାଲିଯାତ୍ରା । କୋଭିଡ ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିବା ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଏଥର କଟକରେ ହେବ ବାଲିଯାତ୍ରା । କୋଭିଡ୍ ପାଇଁ ୨ ବର୍ଷ ଧରି ବାଲିଯାତ୍ରା ବନ୍ଦ ରହିଥିଲା । କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରିବା ପାଇଁ ଏହି ନିଷ୍ପତି ନେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *