ରାଇମୋହନ ପରିଡାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର(ଦ କୁଇଭର): ଆଉ ନାହାନ୍ତି ଓଲିଉଡର ଲୋକପ୍ରିୟ ଖଳନାୟକ ଅଭିନେତା ରାଇମୋହନ ପରିଡା । ବାସଭବନରୁ ମିଳିଲା ରାଇମୋହନଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ମିଳିଛି ଝୁଲନ୍ତା ମୃତ ଦେହ । ତେବେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ କାହିଁକି ସେ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି । ପାରିବାରିକ ଅସନ୍ତୋଷ କାରଣରୁ ରାଇମୋହନ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏନେଇ ଖବର ପାଇବାପରେ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ରାଇମୋହନଙ୍କ ମୃତ୍ୟୁ ନେଇ ପଚରାଉଚରା କରୁଛି ।

Leave a Reply

Your email address will not be published. Required fields are marked *