ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ (ଦ କୁଇଭର): ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର । ପରିଚାଳନା କମିଟି କୈଠକରେ ନିଷ୍ପତ୍ତି ନେଇ ମୁଖ୍ୟ ପ୍ରଶାସକଙ୍କ ସୂଚନା । ସାଧାରଣ ଭକ୍ତ ମାନେ ଯେମିତି ଦର୍ଶନ କରିପାରିବେ , ସେ ନେଇ ବ୍ୟବସ୍ଥା ହେବ । ଦର୍ଶନ ପାଇଁ ରତ୍ନସିଂହାସନ ପାଖରେ ବ୍ୟାରିକେଡ ଲଗାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ରୋଷଘର ପାଖକୁ ଯେମିତି ଭକ୍ତ ଯାଇ ନ ପାରିବେ, ବ୍ୟାରିକେଡ ଲଗାଯିବ ।

Leave a Reply

Your email address will not be published. Required fields are marked *