ଅକ୍ଟୋବରରେ 5G ଲଞ୍ଚ କରିବେ ମୋଦି

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଆସନ୍ତା ଅକ୍ଟୋବର ୧ ତାରିଖରେ 5G ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ସେବାକୁ ମୋଦି ପ୍ରଗତି ମୈଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଲଞ୍ଚ କରିବାର ଯୋଜନା ରହିଛି । ଏସିଆର ସର୍ବବୃହତ ଟେକ୍ନୋଲୋଜି ପ୍ରଦର୍ଶନୀ, ”ସରକାରଙ୍କ ଜାତୀୟ ବ୍ରଡବ୍ୟାଣ୍ଡ ମିଶନ ଆଜି ଟୁଇଟ୍ କରି ଏହି ଦେଇଛନ୍ତି। ଅନେକ ଦିନ ଧରି 5G ଇଣ୍ଟରନେଟ ସେବାକୁ ଅପେକ୍ଷା କରିଥିଲେ ଦେଶବାସୀ । ଏହାଦ୍ବାରା ଭାରତର ଡିଜିଟାଲ ଯୋଗାଯୋଗ ସେବା ଏକ ନୂଆ ଶିଖରଙ୍କୁ ଛୁଇଁବାକୁ ଯାଉଛି । ତେବେ ଏ ସମ୍ପର୍କରେ ଯୋଗାଯୋଗ ମନ୍ତ୍ରଣାଳୟର ନ୍ୟାସନାଲ ବ୍ରଡବ୍ୟାଣ୍ଡ୍‌ ମିଶନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *