ଆଜିଠୁ ଜୟପୁରକୁ ଉଡିଲା ବିମାନ

FILE PHOTO

କୋରାପୁଟ (ଦ କୁଇଭର): ବିମାନ ଯୋଗାଯୋଗ ମାନଚିତ୍ରରେ ଯୋଡି ହେଲା କୋରାପୁଟ । ଆଜିଠୁ ଉଡିଲା ବିମାନ । ଆସନ୍ତା ୧୦ ଦିନ ପାଇଁ ବିମାନ ଯାତ୍ରା ପାଇଁ ଯାତ୍ରା ଟିକେଟ କିଣି ସାରିଛନ୍ତି । ଆଗରୁ କୋରାପୁଟ ଏବଂ ଜୟପୁରରେ ପହଚିବା ପାଇଁ ଲାଗୁଥିଲା ୧୨ ଘଣ୍ଟା କିନ୍ତୁ ଏବେ ମାତ୍ର ଘଣ୍ଟାଏ ଭିତରେ ଜୟପୁରରେ ଯାଇ ପହଚିବ । ମାତ୍ର ୧୦୦୦ ଟଙ୍କା ଖର୍ଚ୍ଚ କରି ବାମାନ ଉଡାଣ ହୋଇପାରିବ ଯାହା ସାଧାରଣ ଲୋକଟେ ପାଇଁ ବି ବେଶି ବୋଝ ହେବ ନାହିଁ । ଏଣିକି ସାଧାରଣ ଲୋକଟିଏ ବି ବିମାନରେ ବସିପାରିବ ।

Leave a Reply

Your email address will not be published. Required fields are marked *