ଦୀର୍ଘ ଦିନ ପରେ ଖୋଲିଲା ସ୍କୁଲ

(ଦ କୁଇଭର): ଦୀର୍ଘ ଦିନ ପରେ ଖୋଲିଲା ସ୍କୁଲ । ବିଦ୍ୟାଳୟ ଗଲେ ପିଲା । ପଶ୍ଚିମବଙ୍ଗରେ ଆଜିଠୁ ଖୋଲିଛି ଶିକ୍ଷାନୁଷ୍ଠାନ। ପଶ୍ଚିମବଙ୍ଗରେ ଆଜିଠାରୁ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ସ୍କୁଲ, କଲେଜ ଓ ମହାବିଦ୍ୟାଳୟ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ
ଘୋଷଣା କରିଥିଲେ।

ଆଜିଠୁ ପଶ୍ଚିମବଙ୍ଗରେ କୋଭିଡ ନିୟମ ମାନି ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଲା ସ୍କୁଲ । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପିଲାମାନେ କୋଭିଡ କଟକଣା ମାନି ସ୍କୁଲ ଯାଉଛନ୍ତି । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ତେଣୁ ଦୀର୍ଘ ଦିନ ପରେ ସ୍କୁଲ ଖୋଲୁଥିବାରୁ ପିଲାମାନଙ୍କ ମଦ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *