ନାଟୋକୁ ସାମ୍ନା କରିପାରିବ ତ ଋଷ ?

ୟୁକ୍ରେନ ଉପରେ ଋଷର ଆକ୍ରମଣ । ଋଷ ଚଳାଇଛି ଘନ ଘନ ରକେଟ୍ ଓ ମିସାଇଲ ଆଟାକ୍ । ଭୟଭୀତ ୟୁକ୍ରେନ୍ । ଧ୍ୱସ୍ତ ବିଧ୍ୱସ୍ତ ହେଲାଣି ୟୁକ୍ରେନ୍ ସେନା ।ସେପଟେ ଋଷ ବିରୋଧରେ ଏକଜୁଟ୍ ହେଉଛନ୍ତି ନାଟୋ ଦେଶ । ୩୦ଟି ଶକ୍ତିଶାଳୀ ଦେଶକୁ ନେଇ ପ୍ରତିଷ୍ଠା ହୋଇଥିବା ନାଟୋ ବର୍ତ୍ତମାନ ୟୁକ୍ରେନ ଉପରେ ଆଟାକ୍ କରିବ କି ନାହିଁ ସ୍ପଷ୍ଟ ହୋଇନଥିବା ବେଳେ, ୟୁକ୍ରେନକୁ ସମର୍ଥନ ଜଣାଇଛି । ନାଟୋକୁ ନେଇ ଆମେରିକା ଋଷ ବିରୋଧରେ ଚଳାଇଛି ମାଷ୍ଟରପ୍ଲାନ୍ । ତେବେ ଜାଣନ୍ତୁ କିଏ କେତେ ଶକ୍ତିଶାଳୀ…

Leave a Reply

Your email address will not be published. Required fields are marked *