ଭୁବନେଶ୍ୱର (ଦ କୁଇଭର): ଏ ବର୍ଷ ସ୍ୱଭାବିକ ମୌସୁମୀ । ଚଳିତ ବର୍ଷ ସ୍ୱଭାବିକ ରହିବ ମୌସୁମୀ ବର୍ଷା । ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଜୁନରୁ ସେପ୍ଟେମ୍ବର ଭିତରେ ୯୯ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଉତ୍ତର ପୂର୍ବାଞ୍ଚଳ ଓ ଉତ୍ତର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ କମ୍ ବର୍ଷିପାରେ । କିନ୍ତୁ ଅନ୍ୟାନ୍ୟ ଅଞ୍ଚଳରେ ମୌସୁମୀ ବର୍ଷା ସ୍ୱଭାବିକ ରହିବ । ତେଣୁ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ।

Leave a Reply

Your email address will not be published. Required fields are marked *