Santosh Kumar Sahoo

ରାଜଧାନୀରେ ଏନକାଉଣ୍ଟର, ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ପୋଲିସ୍ ଗୁଳିରେ ଆହତ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିବ । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ହୋଇଛି ଏନକାଉଣ୍ଟର...

ଚେନ୍ନାଇକୁ ବଡ଼ ଝଟକା, ଆଇପିଏଲରୁ ୨୦୨୨ରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡୋଜା

ମୁମ୍ବାଇ(ଦ କୁଇଭର): ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆହତ ସମସ୍ୟା ଯୋଗୁ ଦଳର ଷ୍ଟାର ଅଲରାଉଣ୍ଡର ପୂରା ଆଇପିଏଲରୁ ବାଦ...

ଗିରଫ ହେଲେ ଝାଡଖଣ୍ଡର ଖଣି ସଚିବ ତଥା IAS ଅଫିସର ପୂଜା ସିଙ୍ଘଲ

ରାଞ୍ଚି(ଦ କୁଇଭର): ଗିରଫ ହେଲେ ଝାଡଖଣ୍ଡର ଖଣି ସଚିବ ତଥା ଆଇଏଏସ୍‌ ଅଫିସର ପୂଜା ସିଙ୍ଘଲ । ମନରେଗା ପାଣ୍ଠି ହଡପ ସମେତ ଅନ୍ୟ ମନିଲଣ୍ଡ୍ରିଂ ଅଭିଯୋଗରେ...

ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି

ଭୁବନେଶ୍ୱର(ଦ କୁଇଭର): ଦୁର୍ବଳ ହେଲା ବାତ୍ୟା ଅସାନୀ । ଭୀଷଣ ବାତ୍ୟା ଅସାନୀ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ...

Gallantry Awards: ସ୍ଥଳସେନା ମୁଖ୍ୟଙ୍କୁ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ (ଦ କୁଇଭର): ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ ବିଶିଷ୍ଟ ସେବା ପଦକ ସମ୍ମାନରେ ସମ୍ମାନିତ କରିଛନ୍ତି ।...

ନିର୍ବନ୍ଧର ଫଟୋ ସେୟାର କଲେ ସୋନାକ୍ଷୀ ସିହ୍ନା ! 

ମୁମ୍ବାଇ (ଦ କୁଇଭର): ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ପୁଣି ଚର୍ଚ୍ଚାରେ ସୋନାକ୍ଷୀ ସିହ୍ନା । ନିକଟରେ ବିବାହ ଋତୁ ଚାଲିଥିବା ବେଳେ ଚର୍ଚ୍ଚାରେ...

ମୁମ୍ବାଇକୁ ବଡ଼ ଝଟକା, ଆହତ କାରଣରୁ ଆଇପିଏଲରୁ ବାଦ୍ ପଡିଲେ ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ (ଦ କୁଇଭର): ଆଇପିଏଲ ସିଜନ-୧୫ରେ ମୁମ୍ବାଇକୁ ଲାଗିଛି ବଡ଼ ଝଟକା । ଦଳର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲରୁ ବାଦ୍ ପଡିଛନ୍ତି।  ବାମହାତର ମାଂସପେଶୀରେ...

ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କର

ଭୁବନେଶ୍ୱର (ଦ କୁଇଭର): ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କର । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

ଦିଲ୍ଲୀ ଗଲେ ରାଜ୍ୟ କଂଗ୍ରେସ ନେତା, କାଲି ରାହୁଲଙ୍କ ସହ ହେବ ଆଲୋଚନା

ଭୁବନେଶ୍ୱର: ଦିଲ୍ଲୀ ଅଭିମୁଖେ ବାହାରିଲେ ରାଜ୍ୟ କଂଗ୍ରେସ ନେତା । ସମସ୍ତ ବିଧାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ, ଜୟଦେବ ଜେନା, ଚିରଞ୍ଜିବୀ ବିଶ୍ୱାଳ...