ସ୍ୱାଧୀନତା ଦିବସରେ OLA ଲଞ୍ଚ କଲା ତାର ପ୍ରଥମ ଇଲେକ୍ଟ୍ରିକ୍ କାର୍
ନୂଆଦିଲ୍ଲୀ (ଦ କୁଇଭର): ଏକ ଦୀର୍ଘ ଅଭିଯାନ ପରେ, ଶେଷରେ ଓଲା ଇଲେକ୍ଟ୍ରିକ୍ ଭାରତର ସ୍ୱାଧୀନତାର ୭୫ ବର୍ଷ ଅବସରରେ ପ୍ରଥମ ବୈଦ୍ୟୁତିକ କାର୍ ଲଞ୍ଚ କଲା...
ନୂଆଦିଲ୍ଲୀ (ଦ କୁଇଭର): ଏକ ଦୀର୍ଘ ଅଭିଯାନ ପରେ, ଶେଷରେ ଓଲା ଇଲେକ୍ଟ୍ରିକ୍ ଭାରତର ସ୍ୱାଧୀନତାର ୭୫ ବର୍ଷ ଅବସରରେ ପ୍ରଥମ ବୈଦ୍ୟୁତିକ କାର୍ ଲଞ୍ଚ କଲା...
ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଆଣ୍ଟିଲିଆ ଘଟଣା ପରେ ଏବେ ଅମ୍ବାନୀ ପରିବାରକୁ ପୁଣି ଧମକ ଦିଆଯାଇଛି। ଏଥର ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ପ୍ରଦର୍ଶନ ନମ୍ବରରେ ଏକ...
ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଆଜି ସାରା ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ବିରୋଧୀଙ୍କ...
ଭୁବନେଶ୍ୱର (ଦ କୁଇଭର): ମହାନଦୀରେ ଜଳ ପ୍ରଳୟ । ଲଘୁଚାପ ଜନିତ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ଛତିଶଗଡ଼ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ...
ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ସୁପ୍ରିମକୋର୍ଟ ତାଗିଦ୍ କଲେ । ମାଗଣା ଯୋଜନାକୁ ନେଇ ଉଦବେଗ ପ୍ରକାଶ କଲେ । ତଥାପି ହେଜୁନାହାନ୍ତି ସରକାର । କେନ୍ଦ୍ର...
ଲକ୍ଷ୍ମୀପୁର (ଦ କୁଇଭର): ଜନ୍ମିତ ବାପା ପାଇଁ ପୁଅ ବି ହୋଇପାରେ ଏତେ କ୍ରୁର ଆଉ ହିଂସ୍ର । ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି...
ପୁରୀ (ଦ କୁଇଭର): ରତ୍ନଭଣ୍ଡାରକୁ ଯାଞ୍ଚକୁ ସରକାରଙ୍କର ଏତେ ଡର କାହିଁକି? କାହିଁକି ରଏତ୍ନଭଣ୍ଡାର ଯାଞ୍ଚପାଇଁ ପଛଘୁଞ୍ଚା । କୋଟିକୋଟି ଭକ୍ତଙ୍କ ଆବେଗକୁ କାହିଁକି ବେଖାତିର କରୁଛନ୍ତି...
ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ମୂଳଦୁଆକୁ ଭାଙ୍ଗି ଦେଇ ଏବେ କ୍ଷମତା ଦଖଲର ତୁଚ୍ଛା ସ୍ୱପ୍ନ ଦେଖୁଛି ରାଜ୍ୟ ବିଜେପି । ପତିଆରା ପାଇଁ ଦଳର ଜାତୀୟ...
ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ପାରାଦୀପ ବନ୍ଦର ଲାଞ୍ଚ ମାମଲାରେ ସିବିଆଇ କ’ଣ କରୁଛି? ଲାଞ୍ଚ ଦେବା ଲୋକ ଆଉ ଲାଞ୍ଚ ନେବା ଲୋକ କେହି ବି...
ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ କଲା । ତାଙ୍କ ପୁଅ କୁ ବି ଅରେଷ୍ଟ କଲା । ଘର...