ଅପରାଧ

The Quiver: Crime

ପୁଣି ଜେଲ୍ ଯିବେ ଆଶିଷ ମିଶ୍ର

(ଦ କୁଇଭର ବ୍ୟୁରୋ): ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନକୁ ବାତିଲ କରାଯାଇଛି। ୧ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।...

ମୁଶତାକ୍ ଅହମ୍ମଦ ଜାର୍ଗାରଙ୍କୁ ‘ନିର୍ଦ୍ଧିଷ୍ଟ ଆତଙ୍କବାଦୀ’ ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ (ଦ କୁଇଭର): ବେଆଇନ କାର୍ୟ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ (ୟୁଏପିଏ) ଅନୁଯାୟୀ ଆତଙ୍କବାଦୀ ସଂଗଠନ ଅଲ ଉମର-ମୁଜାହିଦ୍ଦିନର ପ୍ରତିଷ୍ଠାତା ତଥା ମୁଖ୍ୟ କମାଣ୍ଡର ମୁଶତାକ ଅହମ୍ମଦ...

ଉପହାରରେ ମିଳିଥିବା ହାରକୁ ବିକି ଅଡ଼ୁଆରେ ଇମ୍ରାନ୍

ଇସଲାମାବାଦ (ଦ କୁଇଭର): ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟିର ଚେୟାରମ୍ୟାନ୍ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରାଲି କରି ନୂଆ ସରକାର ବିରୋଧରେ ଏକ ଫ୍ରଣ୍ଟ ଖୋଲୁଥିବା...

‘ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି ମମତା’

କୋଲକାତା (ଦ କୁଇଭର): ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି ମମତା । ମୁଖ୍ୟମନ୍ତ୍ରୀଙ୍କ ଅସନରେ ବସିବା ପାଇଁ ତାଙ୍କର କୌଣସି ଅଧିକାର ନାହିଁ । ଏକଥା ଆମେ...

ରାମ ନବମୀ ହିଂସା: ୩ ରାଜ୍ୟରେ ୧୩୦ ଗିରଫ

(ଦ କୁଇଭର ବ୍ୟୁରୋ): ରାମ ନବମୀ ଅବସରରେ ବିଭିନ୍ନ ରାଜ୍ୟରେ ହିଂସା ମାମଲାରେ ପୋଲିସ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି। ଖବର ମୁତାବକ, ବର୍ତ୍ତମାନ ପର୍ୟ୍ୟନ୍ତ ଗୁଜରାଟ,...

ଆପଣଙ୍କ ଆଧାରକାର୍ଡ କେତେ ଠିକ୍ ?

ଭୁବନେଶ୍ୱର (ଦ କୁଇଭର): ଆପଣଙ୍କ ଆଧାରକାର୍ଡ଼ କେତେ ଠିକ? ଏହା ଆପଣ କେବେ ଭାବିଛନ୍ତି କି? କାରଣ ଆପଣଙ୍କ ପାଖରେ ଥିବା ଅଧାରକାର୍ଡ ନକଲି ହୋଇନଥିବ କିଏ...

ଆତଙ୍କବାଦୀ ହାଫିଜ ସଇଦଙ୍କ ପୁଅ ହାଫିଜ ତାଲହ ସଇଦଙ୍କୁ ଆତଙ୍କବାଦୀ ଘୋଷଣା

ନୂଆଦିଲ୍ଲୀ(ଦ କୁଇଭର): ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ପୁଅ ହାଫିଜ ତାଲହ ସଇଦଙ୍କୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଆତଙ୍କବାଦୀ ଘୋଷଣା କରାଯାଇଛି। ମନ୍ତ୍ରଣାଳୟ...

ଆତଙ୍କବାଦୀ ହାଫିଜ୍ ସଇଦଙ୍କୁ ୩୧ ବର୍ଷ ଜେଲ ଦଣ୍ଡାଦେଶ

(ଦ କୁଇଭର ବ୍ୟୁରୋ): ଆତଙ୍କବାଦୀ ହାଫିଜ ସଇଦଙ୍କୁ ପାକିସ୍ତାନର ଆଣ୍ଟି ଟେରର୍ କୋର୍ଟ ଦ୍ୱାରା ୩୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ କୋର୍ଟ ସଇଦଙ୍କ...

ଆସାରାମ ବାପୁଙ୍କ ଆଶ୍ରମରୁ ମିଳିଲା ନାବାଳିକାଙ୍କ ଶବ

(ଦ କୁଇଭର ବ୍ୟୁରୋ): ନାବାଳିକାକୁ ବଳାତ୍କାର ଅଭିଯୋଗରେ ଜେଲରେ ଥିବା ଆସାରାମ ବାପୁଙ୍କ ବିବାଦ ହ୍ରାସ ହେବାର ନାମ ନେଉନାହିଁ। ୟୁପିର ଗୋଣ୍ଡାସ୍ଥିତ ଜେଲରେ ଥିବା ଆସାରାମ...