ସ୍ୱାସ୍ଥ୍ୟ

The Quiver: Health

ଏପ୍ରିଲରୁ ମହଙ୍ଗା ହେବ ଔଷଧ

(ଦ କୁଇଭର): ବିଶ୍ୱର ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଋଷ-ୟୁକ୍ରେନ ଯୁଦ୍ଧ ହେତୁ ଆମ ଦେଶରେ ମଧ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ...

ସାମ୍ନାକୁ ଆସିଲେ ଆଉ ଏକ ଦାନ ମାଝୀ: ଝିଅର ମୃତଦେହକୁ ଧରି ଚାଲିଲେ ୧୦ କି.ମି.

ରାଇପୁର (ଦ କୁଇଭର): ଛତିଶଗଡର ଏକ ଅତ୍ୟନ୍ତ ସ୍ପର୍ଶକାତର ଭିଡିଓ ଆଜିକାଲି ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଜଣେ ପିତା ନିଜ ଝିଅର...

ସ୍ୱାସ୍ଥ୍ୟସେବାରେ ମାଫିଆ ରାଜ୍: ଦିଲ୍ଲୀ କମଉଛି, ଓଡ଼ିଶା ବଢାଉଛି

(ଦ କୁଇଭର): ସ୍ୱାସ୍ଥ୍ୟ ସେବାକୁ ଘରୋଇକରଣ କରିବାରେ ଲାଗିଛନ୍ତି ସବୁ ସରକାର । ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାରେ । ସରକାରୀ ସ୍ୱାସ୍ଥ୍ୟସେବା ବଦଳରେ...

୨୮ରୁ ଅଙ୍ଗନବାଡି ଯିବେ ପିଲା

(ଦ କୁଇଭର): ଖସୁଛି କରୋନା ସଂକ୍ରମଣ । ହଟୁଛି କରୋନା କଟକଣା । ଆସନ୍ତା ୨୮ରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ । ଅଙ୍ଗନବାଡି ଖୋଲିବା...

ମହଙ୍ଗା ପଡ଼ିଲା ବିଜ୍ଞାପନ: ସେନ୍ସୋଡାଇନ ଟୁଥ ପେଷ୍ଟ ବିଜ୍ଞାପନ ଉପରେ ଲାଗିଲା ବ୍ୟାନ୍

(ଦ କୁଇଭର): ମହଙ୍ଗା ପଡ଼ିଲା ବିଜ୍ଞାପନ । ବିଜ୍ଞାପନ ଉପରେ ବ୍ୟାନ୍ ସହ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । ଟୁଥ୍ ପେଷ୍ଟ ବ୍ରାଣ୍ଡ ସେନ୍ସୋଡାଇନ୍ର...

ଚୀନରେ ବିମାନ ଦୁର୍ଘଟଣା: ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଅଘଟଣ

(ଦ କୁଇଭର): ଚୀନରେ ବିମାନ ଦୁର୍ଘଟଣା । ଚୀରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କୁନମିଙ୍ଗରୁ ଗୁଆଙ୍ଗଝୁକୁ ଉଡାଣ ଭରୁଥିବା ସମୟରେ...

ଚୀନରେ ଚିନ୍ତା ବଢାଉଛି କରୋନା: ୧୩ ସହର ଲକଡାଉନ୍, ୫କୋଟି ଲୋକ ଘେରାବନ୍ଦୀ

(ଦ କୁଇଭର): ଗତ ତିନି ଦିନ ଧରି ଚାଇନାରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ...

ଟିକା ନେଉଛନ୍ତି ୨୦୦୮-୧୦ ମଧ୍ୟରେ ଜନ୍ମ ହୋଇଥିବା ପିଲା

(ଦ କୁଇଭର): ଆଜିଠୁ ଆରମ୍ଭ ହୋଇଛି ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ କରୋନା ଟୀକାକରଣ । ଜାତୀୟ ପ୍ରତିରକ୍ଷା ଦିବସ ଅବସରରେ ଏହା...

ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା

(ଦ କୁଇଭର): ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ସପ୍ତାହରେ ଏକ ଆଣ୍ଟି-କୋଭିଡ୍ -୧୯ ଟୀକାକରଣ ଅଭିଯାନ ଆରମ୍ଭ ହୋଇପାରେ । ସୂଚନାନୁସାରେ,...