ବିଦେଶ

The Quiver: News, International

ସୁପ୍ରିମକୋର୍ଟଙ୍କ ତାଗିଦ୍: ଜାତୀୟ ପତାକା ବି ମାଗଣା

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ସୁପ୍ରିମକୋର୍ଟ ତାଗିଦ୍ କଲେ । ମାଗଣା ଯୋଜନାକୁ ନେଇ ଉଦବେଗ ପ୍ରକାଶ କଲେ । ତଥାପି ହେଜୁନାହାନ୍ତି ସରକାର । କେନ୍ଦ୍ର...

ଜଳବାୟୁ ପରିବର୍ତ୍ତନ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ: ସୃଷ୍ଟି ହୋଇଛି ୩୭୫ ସଂକ୍ରାମକ ରୋଗ, ୨୧୮ ରୋଗ ବିପଜ୍ଜନକ…

ଲଣ୍ଡନ (ଦ କୁଇଭର ବ୍ୟୁରୋ): କୋଭିଡ-୧୯ର ସଂଙ୍କଟ ସାରା ବିଶ୍ୱରୁ ଥମିନଥିବା ବେଳେ ଏବେ ମଙ୍କିପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହେଲେଣି ଏହାରି ଭିତରେ ସଂକ୍ରାମକ ରୋଗ...

ଚୀନକୁ ଝଟକା ! ଭାରତରୁ ବ୍ୟାନ୍ ହେବ ଶସ୍ତା ଚାଇନା ଫୋନ୍

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଭାରତରେ ଅଧିକାଂଶ ଯାହାକୁ ଦେଖିବ ସମସ୍ତଙ୍କ ହାତରେ ଚାଇନା ମୋବାଇଲ । ଏହାର ଗୋଟିଏ କାରଣ ହେଉଛି ଏହି ମୋବାଇଲ୍ ଫୋନର...

ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍‌ବିଆଇ ରେଡ୍

ୱାଶିଂଟନ: (ଦ କୁଇଭର ବ୍ୟୁରୋ): ଆମେରିକାର ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି(ଏଫବିଆଇ) ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ବାସଭବନରେ ଚଢାଉ କରିଛି । ଏ ନେଇ...

ତାଇୱାନ ବିବାଦ ଭିତରେ ଡ୍ରାଗନକୁ ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଚୀନକୁ ଭାରତର ଚେତାବନୀ । ତାଇୱାନ ସହ ତିକ୍ତତା ମଧ୍ୟରେ ଭାରତ ଚୀନ୍‌କୁ ଏହାର ଯୁଦ୍ଧ ବିମାନକୁ ଭାରତ ସୀମାଠାରୁ ଦୂରରେ...

ଦିଦିଙ୍କୁ ମୋଦୀ ସାହା

ନୂଆଦିଲ୍ଲୀ (ଦ କୁଇଭର): ଦବିଗଲେ କି ମମତା? ଭାରି ପଡ଼ିଲା କି ଇଡି ଆକ୍ସନ? ପଶ୍ଚିମବଙ୍ଗରେ ଇଡିର ଚଢାଉ ଜାରି ରହିଥିବା ବେଳେ ଦିଦିଙ୍କ ଦିଲ୍ଲୀ ଗସ୍ତକୁ...

ମହାକାଶରେ ମୁତୟନ ହେଲା ବିଶ୍ୱର ଶକ୍ତିଶାଳୀ ଟେଲିସ୍କୋପ

ନ୍ୟୁୟର୍କ (ଦ କୁଇଭର ବ୍ୟୁରୋ): ବିଶ୍ୱର ଶକ୍ତିଶାଳୀ ଜେମ୍ସ ୱେବ ସ୍ପେସ ଟେଲିସ୍କୋପ ସମ୍ପୂର୍ଣ ଭାବେ ମହାକାଶରେ ମୁତୟନ ହୋଇସାରିଛି । ଆମେରିକା ମହାକାଶ ଏଜେନ୍ସି ନାସାପକ୍ଷରୁ...