ସ୍ପେଶାଲ ରିପୋର୍ଟ

The Quiver: Special Report

ଆରିଫ୍ ମହମ୍ମଦ ଖାନ୍ ହେବେ କି ପରବର୍ତ୍ତୀ ଉପରାଷ୍ଟ୍ରପତି ?

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଆଦିବାସୀ ଓ ସଂଖ୍ୟା ଲଘୁ କାର୍ଡ ଖେଳିଲେ ମୋଦୀ । ରାଷ୍ଟ୍ରପତି ନିର୍ବାଚନରେ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ...

‘ମୁଁ ସମୁଦ୍ର, ନିଶ୍ଚିତ ଫେରିବି…’ ଉଦ୍ଧବ ସରକାରଙ୍କ ପତନ ପରେ ଭାଇରାଲ ହେଉଛି ଫଡନାଭିସଙ୍କ ପୁରୁଣା ଟ୍ୱିଟ

ମୁମ୍ବାଇ (ଦ କୁଇଭର): ଘଟଣା ୨୦୧୯ ମହାରାଷ୍ଟ୍ରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ବିଷୟରେ । ଯେତେବେଳେ ବିଜେପି ଏବଂ ଶିବସେନା ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ୧୦୫...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ (ଦ କୁଇଭର): ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ହାଇଡ୍ରାମା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ...

ହାତୀ ବଂଶ ବୁଡେଇବେ ସରକାର

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ବୁଡେଇଦେବେ କି ହାତୀବଂଶ? ଲୋପ କରେଇଦେବେ କି ଗଜରାଜଙ୍କ ସଂଖ୍ୟା? କାରଣ ଲଗାତର ହାତୀମାନଙ୍କୁ ମାରିଦିଆଯାଉଛି । କେତେବେଳେ ଗୁଳି କରୁଛନ୍ତି...

କାହିଁକି ହଠାତ୍ ଚେଇଁ ଉଠିଲେ ଗଜପତି ?

ପୁରୀ (ଦ କୁଇଭର): ବଡ଼ ରଥ କାହାର? ରଥ ଉଚ୍ଚତାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ପ୍ରଥମ ଥର ପାଇଁ କୌଣସି ଏକ ପ୍ରସଙ୍ଗକୁ...

ମହାରାଷ୍ଟ୍ର ହାଇଡ୍ରାମା: ମାଷ୍ଟରମାଇଣ୍ଡ୍ ଶରଦ ପାୱାର !

ମୁମ୍ବାଇ (ଦ କୁଇଭର): ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା । କ୍ଷମତା ପାଇଁ ଦୁଇ ଫାଳ ହେବାକୁ ଯାଉଛି ଶିବସେନା । କାହା ହାତରେ ରହିବ ଶିବସେନା, ତାକୁ...

ଦ୍ରୌପଦୀ ମୁର୍ମୁଙ୍କୁ ମାୟାବତୀଙ୍କ ସମର୍ଥନ

(ଦ କୁଇଭର ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବାହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ସମର୍ଥନ ଜଣାଇଛନ୍ତି। ବିଏସପି ସଭାପତି ମାୟାବତୀ ଶନିବାର...

ମାରିଦେଲା ପୋଲିସ !

କଟକ (ଦ କୁଇଭର): ରାଜ୍ୟରେ ବିପର୍ଯ୍ୟସ୍ତ କି ଆଇନ ଶୃଙ୍ଖଳା ବ୍ୟବସ୍ଥା? କାହିଁକି ପୋଲିସ ଉପରେ ଜନତାଙ୍କ ଭରଷା ତୁଟୁଛି? କାହିଁକି ବାରମ୍ବାର ଏଭଳି ଘଟଣା ଘଟୁଛି?...

ସ୍ତବ୍ଧ ଓଲିଉଡ ଜଗତ: ପରଲୋକରେ ରାଇମୋହନ ପରିଡା

ଭୁବନେଶ୍ୱର(ଦ କୁଇଭର): ଆଉ ସୁଭିବନି ଡାଇଲଗ୍, ଆଉ ପରଦାରେ ଦେଖିବାକୁ ମିଳିବନି ଏହି ଲୋକପ୍ରିୟ କଳାକାରଙ୍କ ଚେହେରା । କାରଣ ଆଉ ନାହାନ୍ତି ଚଳଚିତ୍ର ଜଗତର ଲୋକପ୍ରିୟ...

ରାଇରଙ୍ଗପୁରରୁ ରାଇସିନା ହିଲ୍: ଏମିତି ଥିଲା ସଂଘର୍ଷମୟ ଯାତ୍ରା ?

ମୟୁରଭଞ୍ଜ (ଦ କୁଇଭର): ମୋଦୀ ଶାସନରେ ଓଡ଼ିଶା ଲେଖିବ ନୂଆ ଇତିହାସ । ସାରା ଦେଶ ପାଇବ ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ପ୍ରତିଭା ପାଟିଲଙ୍କ ପରେ...