ଭାଇରାଲ

The Quiver: Viral

ବିନା ଅନୁମତିରେ ଅମିତାଭଙ୍କ ସ୍ୱର ଓ ଫଟୋ ବ୍ୟବହାର ମନା

ନୂଆଦିଲ୍ଲୀ (ଦ କୁଇଭର): ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ଫଟୋ ଓ ଡାଏଲଗ୍ ବ୍ୟବହାର ଉପରେ ଲାଗିଲା କଟକଣା । ଦିଲ୍ଲୀ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।...

ବଡ଼ ପରଦାରେ ଆସୁଛି ଲୋକପ୍ରିୟ ଶୋ ‘ଶକ୍ତିମାନ’

(ଦ କୁଇଭର ବ୍ୟୁରୋ): ଟିଭିର ଲୋକପ୍ରିୟ ଶୋ 'ଶକ୍ତିମାନ' ୯୦ ଦଶକରେ ସମସ୍ତ ପିଲାଙ୍କର ପ୍ରିୟ ଥିଲା । ଏହି ଶୋ ’ସମସ୍ତଙ୍କୁ ମନୋରଞ୍ଜନ କରିବାରେ ସଫଳ...

‘ମୁଁ ସମୁଦ୍ର, ନିଶ୍ଚିତ ଫେରିବି…’ ଉଦ୍ଧବ ସରକାରଙ୍କ ପତନ ପରେ ଭାଇରାଲ ହେଉଛି ଫଡନାଭିସଙ୍କ ପୁରୁଣା ଟ୍ୱିଟ

ମୁମ୍ବାଇ (ଦ କୁଇଭର): ଘଟଣା ୨୦୧୯ ମହାରାଷ୍ଟ୍ରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ବିଷୟରେ । ଯେତେବେଳେ ବିଜେପି ଏବଂ ଶିବସେନା ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ୧୦୫...

ମାଡ଼ଖିଆ କାମ କରୁଛନ୍ତି କି ପର୍ଯ୍ୟଟକ ?

ପୁରୀ (ଦ କୁଇଭର): ପର୍ଯ୍ୟଟକଙ୍କ ଉପରେ ହେଉଛି ମାଡ଼ । କିଏ ନିର୍ଦ୍ଧୁମ ଛେଚିଲାଣି ତ କିଏ ଚାପୁଡ଼ା ମାରିଲାଣି । ଏମିତି ବାରମ୍ବାର ଅଭିଯୋଗ ହେଉଛି...

ମୋଦିଙ୍କ ମାଆଙ୍କ ପାଇଁ ଉଡ଼ିଲା ନୀଳଚକ୍ର ବାନା

ପୁରୀ (ଦ କୁଇଭର): ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ନାମରେ ଉଡ଼ିଲା ପତିତପାବନ ବାନା । ଶ୍ରୀମନ୍ଦିର ନୀଳଚକ୍ରରେ ଫର ଫର ହୋଇ ଉଡ଼ିଲା । ମାତ୍ର ଗୋଟିଏ...

ପୁଅର ଶବ ପାଇଁ ଭିକ ମାଗୁଛନ୍ତି ବାପା-ମା’

ପାଟନା (ଦ କୁଇଭର): ଏ ଦୁଆରୁ ସେ ଦୁଆର, ବାର ଦୁଆର ବୁଲୁଛନ୍ତି ବାପା-ମା’ । ଆଉ ବୁଲି ବୁଲି ଭିକ ମାଗୁଛନ୍ତି । ଏ ଭିକ...

କରୋନା ସଂଙ୍କଟରେ ହଇଚଇ ସୃଷ୍ଟି କରିଛି ଏହି ୩ଟି ରୋଗ

(ଦ କୁଇଭର ବ୍ୟୁରୋ): କରୋନା ମହାମାରୀ ପରେ ଏବେ ବିଶ୍ୱରେ ଆଉ ଏକ ସଙ୍କଟ ଦେଖାଦେଇଛି । କରୋନା ସଂକ୍ରମଣରୁ ସମଗ୍ର ବିଶ୍ୱକୁ ମୁକ୍ତି ମିଳିନଥିବା ବେଳେ...

ରାଜଧାନୀରେ ପ୍ରବଳ ବର୍ଷା: ବାଧାପ୍ରାପ୍ତ ହେଲା ବିମାନ ଉଡ଼ାଣ ଏବଂ ଟ୍ରାଫିକ୍

(ଦ କୁଇଭର ବ୍ୟୁରୋ): ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ରାଜଧାନୀ ଦିଲ୍ଲୀରେ ସୋମବାର ପ୍ରବଳ ବର୍ଷା ଯୋଗୁଁ ମିଳିଛି ଆଶ୍ୱସ୍ତି । ନୋଏଡା, ଗୁରୁଗ୍ରାମ, ଗାଜିଆବାଦ ସହ...