ବିଶ୍ୱ ସମ୍ବାଦ

The Quiver: World News

ୟୁକ୍ରେନକୁ ଆମେରିକାର ସମର୍ଥନ: ଷ୍ଟାଚୁ ଅଫ୍ ଲିବର୍ଟିରେ ଘୋଡ଼ାଇଲା ୟୁକ୍ରେନ୍ ପତାକା

(ଦ କୁଇଭର): ଚାଲିଛି ଯୁଦ୍ଧ । ଷଷ୍ଠ ଦିନରେ ୟୁକ୍ରେନ ଉପରେ ଲଗାତର ଆକ୍ରମଣ କରିଚାଲିଛି ଋଷ । ଋଷ ସହିତ ଯୁଦ୍ଧ ମଧ୍ୟରେ ଆମେରିକା କ୍ରମାଗତ...

ଫୁଟବଲ୍ ବିଶ୍ୱ କପରୁ ବାଦ୍ ପଡ଼ିଲା ଋଷିଆ

(ଦ କୁଇଭର): ଷଷ୍ଠ ଦିନରେ ପହଞ୍ଚିଲା ମହାଯୁଦ୍ଧ । ଲଗାତର ୬ଦିନ ଧରି ୟୁକ୍ରେନ୍ ଉପରେ ଆକ୍ରମଣ କରିଚାଲିଛି ଋଷ । ଋଷର ଏହି ଆକ୍ରମଣକୁ ବିରୋଧ...

କଳାଟଙ୍କାରେ ନିର୍ବାଚନ

(ଦ କୁଇଭର): ଗଣତନ୍ତ୍ରରେ ମହାପର୍ବ ହେଉଛି ’ନିର୍ବାଚନ’ । ଭାରତରେ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଏ । ସେ ଜାତୀୟ...

ବଢିଲା ଅମୁଲ କ୍ଷୀରର ଦାମ: କେତେ ବଢିଲା ଜାଣନ୍ତୁ ?

(ଦ କୁଇଭର): ଗ୍ରାହକଙ୍କୁ ଆଉ ଏକ ଝଟକା । ହୋଲି ପୂର୍ବରୁ ଗ୍ରାହକମାନଙ୍କୁ ମୁଦ୍ରାସ୍ଫୀତିର ଆଉ ଏକ ଝଟକା ଲାଗିଛି । ଅନ୍ୟ ଖାଦ୍ୟ ସାମଗ୍ରୀରେ ମୁଦ୍ରାସ୍ଫୀତିର...

ୟୁକ୍ରେନକୁ କାହିଁକି ସୈନ୍ୟ ପଠାଇଲା ନାହିଁ ଆମେରିକା ?

(ଦ କୁଇଭର): ୟୁକ୍ରେନ ଉପରେ ଋଷର ଆକ୍ରମଣର ଆଜି ହେଉଛି ପଞ୍ଚମ ଦିନ। ୟୁକ୍ରେନ କେବଳ ଶକ୍ତିଶାଳୀ ଋଷ ସହିତ ଲଢୁଛି, କିନ୍ତୁ କୌଣସି ପାଶ୍ଚାତ୍ୟ ଦେଶ...

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଯିବେ ୪ ମନ୍ତ୍ରୀ

(ଦ କୁଇଭର): ୟୁକ୍ରେନ ସଙ୍କଟ ସମ୍ପର୍କରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ସୂଚନାନୁସାରେ, ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର...

ୟୁକ୍ରେନକୁ ସାହାଯ୍ୟ କରିବେ ଏହି ୨୮ ଦେଶ

(ଦ କୁଇଭର): ତୃତୀୟ ଦିନରେ ମହାଯୁଦ୍ଧ । ୟୁକ୍ରେନ ରାଜଧାନୀରେ ପଶି ଆତଙ୍କ ଖେଳାଇଚାଲିଛି ଋଷ । ଗୋଟିଏ ସହର ପରେ ଗୋଟିଏ ସହର ଉପରେ ଆକ୍ରମଣ...

ଭାରତ ଉପରେ ଭାରି ପଡ଼ିବ ‘ଋଷ-ୟୁକ୍ରେନ୍ ଯୁଦ୍ଧ’

(ଦ କୁଇଭର): ଋଷ ଏବଂ ୟୁକ୍ରେନ ଯୁଦ୍ଧର ପ୍ରଭାବ ଭାରତରେ ମୁଦ୍ରାସ୍ଫୀତି ଉପରେ ପଡ଼ିପାରେ ଏବଂ ସେହି ସମୟରେ ଏହି ଦୁଇ ଦେଶ ସହିତ ବାଣିଜ୍ୟ ମଧ୍ୟ...