ଖେଳ

The Quiver: World News, Games, Sports

ଭୁବନେଶ୍ବରରେ ପହଞ୍ଚିଲେ ଖେଳାଳି

ଭୁବନେଶ୍ୱର(ଦ କୁଇଭର): ବାରବାଟୀ ବ୍ୟାଟେଲକୁ ଆଉ ୨ଦିନ । ଦିନକ ପରେ ଦୁଲୁକିବ ଷ୍ଟାଡିୟମ । ଆସନ୍ତା ୧୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା...

ଅବସର ନେଲେ ମିତାଲି ରାଜ୍

(ଦ କୁଇଭର ବ୍ୟୁରୋ): ଅବସର ନେଲେ ମିତାଲି ରାଜ୍ । ଦୀର୍ଘ ୨୩ ବର୍ଷ କ୍ରିକେଟ କ୍ୟାରିଅରରୁ ଅବସର ନେଇଛନ୍ତି ମିତାଲି ରାଜ୍। ଭାରତୀୟ ମହିଳା କ୍ରିକେଟ୍...

କିଏ ହେବ ଆଉ ଜଣେ ବୁଦ୍ଧିଆ ?

ଭୁବନେଶ୍ୱର (ଦ କୁଇଭର): ପ୍ରସ୍ତୁତ ଭାତ ଥାଳିକୁ ଫିଙ୍ଗିଦେଲେ, ଆଉ ଏବେ ଚାଉଳ ସାଉଣ୍ଟୁଛନ୍ତି । ଇଏ ହେଉଛି ନବୀନ ସରକାରଙ୍କ କ୍ରୀଡ଼ାବିତ୍ ବିକାଶର ନୀତି ।...

ଇତିହାସ ରଚିଲେ ଯଶପ୍ରୀତ ବୁମ୍ରା, ପ୍ରଥମ ଭାରତୀୟ ପେସ୍ ବୋଲର ଭାବରେ ନେଲେ ୨୫୦ ଓ୍ୱିକେଟ

ମୁମ୍ବାଇ: ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଯଶପ୍ରୀତ ବୁମ୍ରା । ପ୍ରଥମ ଭାରତୀୟ ପେସ୍ ବୋଲର ଭାବରେ ଟି-୨୦ କ୍ରିକେଟରେ ୨୫୦ ଓ୍ୱିକେଟ ନେଇଛନ୍ତି ଯଶପ୍ରୀତ ବୁମ୍ରା...

ଆହତ କାରଣରୁ ଆଇପିଏଲ ୨୦୨୨ରୁ ବାଦ୍ ପଡିଲେ ଆଜିଙ୍କ୍ୟ ରାହାଣେ

ମୁମ୍ବାଇ (ଦ କୁଇଭର): ଆଇପିଏଲ ୨୦୨୨ରେ କୋଲକାତା ନାଇଟ୍ ରାଇଡର୍ସକୁ ଲାଗିଛି ବଡ ଝଟକା। ପାଟ୍ କମିନ୍ସଙ୍କ ପରେ ଓପନିଂ ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେ ଆହାତଜନିତ ସମସ୍ୟା...

ସ୍ତବ୍ଧ କ୍ରିକେଟ ଜଗତ, ପରଲୋକରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟରେ ଦୁଃଖର କଳା ବାଦଲ । ଏହା ସହ ସାରା କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।...

କେକେଆରକୁ ବଡ଼ ଝଟକା, ଆଇପିଏଲରୁ ବାଦ୍ ପଡ଼ିଲେ ପ୍ୟାଟ୍ କମିନ୍ସ

ମୁମ୍ବାଇ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସକୁ ଲାଗିଛି ଏକ ବଡ଼ ଝଟକା । ଦଳର ଷ୍ଟାର ବୋଲର ପ୍ୟାଟ୍ କମିନ୍ସ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ।...

ଚେନ୍ନାଇକୁ ୫ ୱିକେଟରେ ହରାଇଲା ମୁମ୍ବାଇ

ମୁମ୍ବାଇ (ଦ କୁଇଭର): ଚଳିତ ଆଇପିଏଲ୍‌ର ୫୯ତମ ଲିଗ୍‌ ମୁକାବିଲାରେ ଆଜି ମୁହାଁମୁହିଁ ହୋଇଥିବା ମୁମ୍ବାଇ-ଚେନ୍ନାଇ ମଧ୍ୟରେ ଅତି ନୈରାଶ୍ୟଜନକ ମ୍ୟାଚ୍ ଦେଖିବାକୁ ମିଳିଛି। ଆଇପିଏଲ୍‌ରେ ନିଜର...

IPL 2022: ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ, ପ୍ରତିଶୋଧ ନେବା ଲକ୍ଷ୍ୟରେ ମୁମ୍ବାଇ

ମୁମ୍ବାଇ(ଦ କୁଇଭର): ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୫୯ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଏହି ମ୍ୟାଚ...