doctor police fight

ରାଜଧାନୀରେ ଡାକ୍ତର-ପୋଲିସ ମୁହାଁମୁହିଁ

(ଦ କୁଇଭର): ନେଟ୍ ଓ ପିଜି କାଉନସେଲିଂରେ ବିଳମ୍ବ ପ୍ରସଙ୍ଗକୁ ନେଇ ରାଜଧାନୀ ଦିଲ୍ଲୀରେ ଡାକ୍ତର-ପୋଲିସ ମୁହାଁମୁହିଁ । ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ ଠାରୁ ଡାକ୍ତରମାନେ ସୁପ୍ରିମକୋର୍ଟ...