odisha flood

ବନ୍ୟାଞ୍ଚଳ ଗଲେ, ବିପର୍ଯ୍ୟସ୍ତଙ୍କ ପାଖକୁ ଗଲେନି ବିପର୍ଯ୍ୟୟ ମନ୍ତ୍ରୀ

ପୁରୀ (ଦ କୁଇଭର): ବନ୍ୟା ପ୍ରଭାବିତ ଅଞ୍ଚଳ ଗଲେ, ଦୂରେଇ ଦୂରେଇ ଫେରିଆସିଲେ । ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଓଡ଼ିଶାବାସୀଙ୍କୁ ଦୂରରୁ ଅନେଇ ଫେରିଆସିଲେ ବିପର୍ଯ୍ୟୟ ମନ୍ତ୍ରୀ...