puri

ମାଡ଼ଖିଆ କାମ କରୁଛନ୍ତି କି ପର୍ଯ୍ୟଟକ ?

ପୁରୀ (ଦ କୁଇଭର): ପର୍ଯ୍ୟଟକଙ୍କ ଉପରେ ହେଉଛି ମାଡ଼ । କିଏ ନିର୍ଦ୍ଧୁମ ଛେଚିଲାଣି ତ କିଏ ଚାପୁଡ଼ା ମାରିଲାଣି । ଏମିତି ବାରମ୍ବାର ଅଭିଯୋଗ ହେଉଛି...

ମୋଦିଙ୍କ ମାଆଙ୍କ ପାଇଁ ଉଡ଼ିଲା ନୀଳଚକ୍ର ବାନା

ପୁରୀ (ଦ କୁଇଭର): ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ନାମରେ ଉଡ଼ିଲା ପତିତପାବନ ବାନା । ଶ୍ରୀମନ୍ଦିର ନୀଳଚକ୍ରରେ ଫର ଫର ହୋଇ ଉଡ଼ିଲା । ମାତ୍ର ଗୋଟିଏ...

ଅଲାଜୁକ ସରକାର, ମିଛୁଆ ଅଧିକାରୀ

ପୁରୀ (ଦ କୁଇଭର): ଏ ସରକାର ଓ ସରକାରୀ ଅଧିକାରୀଙ୍କ ଉପରେ ଭରଷା କିି ବିଶ୍ୱାସ କରାଯାଇପାରିବ ନାହିଁ । କାରଣ ଏମାନେ ସିଧାସଳଖ ଜନସାଧାରଣଙ୍କୁ ମିଛ...

ମହାପ୍ରଭୁଙ୍କ ଗୁପ୍ତନୀତିର ପ୍ରଘଟ

ପୁରୀ (ଦ କୁଇଭର): ମହାପ୍ରଭୁଙ୍କ ନୀତିକାନ୍ତି ତଥ୍ୟକୁ ନେଇ ବେପାର କରୁଛନ୍ତି ସେବକ ଓ ତଥାକଥିତ ଗବେଷକ । ଆତ୍ମପ୍ରଚାର ବା ପତିଆରା ଦେଖାଇବାକୁ ଗୁପ୍ତ ନୀତିର...

ରଙ୍ଗ ବଦଳାଉଛନ୍ତି ଜୟନ୍ତ ଷଡ଼ଙ୍ଗୀ

ପୁରୀ (ଦ କୁଇଭର): ରାଜନୈତିକ କ୍ୟାରିୟରକୁ ନେଇ ଏବେ ଦ୍ୱନ୍ଦରେ ଜୟନ୍ତ ଷଡ଼ଙ୍ଗୀ । ବିଜେପିରେ ରହିବେ ନା ବିଜେଡିକୁ ଯିବେ ଏଥିରେ ବି ସେ ସ୍ପଷ୍ଟ...

ଆସ୍ଥା ଉପରେ ଆକ୍ରମଣ

ପୁରୀ (ଦ କୁଇଭର): ଆମ ଓଡ଼ିଆଙ୍କ ପରିଚୟ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର । ଏହାକୁ ଛାଡ଼ି ଦେଲେ ଏପରି ଅନନ୍ୟ କିଛି ନାହିଁ । ବିକାଶର ଯେତେ...

ତିଆରି ହେବ ଆଉ ଏକ ମେଘନାଦ ପାଚେରୀ

ପୁରୀ (ଦ କୁଇଭର): ଶ୍ରୀମନ୍ଦିର ସହ ଯୋଡ଼ିହେବ ଆଉ ଏକ ଇତିହାସ । ବଡ଼ ଦେଉଳ ଚାରିପଟେ ତିଆରି ହେବ ଆଉ ଏକ ମେଘନାଦ ପାଚେରୀ ।...