puri

ଆପ୍ ଟାର୍ଗେଟରେ ଜନସଙ୍ଗଠନ

ପୁରୀ (ଦ କୁଇଭର): ଓଡ଼ିଶାରେ ସଙ୍ଗଠନ ସୁଦୃଢ କରୁଛି ଆପ୍ । ଦିଲ୍ଲୀ, ପଞ୍ଜାବରେ ସରକାର ଗଢିବା ପରେ ଏବେ ହିମାଚଳପ୍ରଦେଶ ପ୍ରଦେଶ ଓ ଗୁଜରାଟରେ ମଧ୍ୟ...

ବଦଳିଛି ମୋ ଶ୍ରୀକ୍ଷେତ୍ର

ପୁରୀ (ଦ କୁଇଭର): ସତରେ ବଦଳି ଯାଇଛି ମୋ ଶ୍ରୀକ୍ଷେତ୍ର । ପୂରା ନୂଆ ନୂଆ ଲାଗୁଛି । ନା ସିଂହଦ୍ୱାରରେ ଅଛି ଭାବର ଗହଳି ନା...

ଶ୍ରୀଜଗନ୍ନାଥ କରିଡର ପ୍ରକଳ୍ପ ବିବାଦ: ଏକାଠି ହେବେ ସାପ ନେଉଳ

ପୁରୀ (ଦ କୁଇଭର): ଏବେ ଏକାଠି ହେବେ ସାପ ନେଉଳ । ଫୁସିକିଯିବ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ବିବାଦ । କରିଡର ପ୍ରକଳ୍ପକୁ ନେଇ ଚାଲିଛି...

ରାଜ୍ୟ ସରକାର ଗୋଦରା

ପୁରୀ (ଦ କୁଇଭର): ରାଜ୍ୟ ସରକାର ଗୋଦରା । କୋଡ଼ୁଛି ଯେତିକି, ମାଡ଼ୁଛି ସେତିକି । ସବୁ ଆଇନ କାନୁନକୁ ଭାଙ୍ଗି ବେପରୁଆ ଭାବେ ଶ୍ରୀମନ୍ଦିର ଚତୁôଃପାଶ୍ୱର୍ରେ...

ବରାଦି ଭୋଗ ଚୁଲି ପାଇଁ ସରକାରଙ୍କ ଏତେ ଦରଦ କାହିଁକି ?

ପୁରୀ (ଦ କୁଇଭର): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାକୁ ନେଇ ହଠାତ୍ ଚେଇଁ ଉଠିଲେ ସରକାର । ଏତେ ତତ୍ପର ହୋଇପଡ଼ିଲେ ଯେ, ମୁଖ୍ୟ ଶାସନ ସଚିବ...

ଥାନାରେ ପହଞ୍ଚିଲା ଶ୍ରୀମନ୍ଦିର ଚୁଲି ଭଙ୍ଗା ମାମଲା

ପୁରୀ (ଦ କୁଇଭର): ଥାନାରେ ପହଞ୍ଚିଲା ଶ୍ରୀମନ୍ଦିର ଚୁଲି ଭଙ୍ଗା ମାମଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏନେଇ ଏତଲା ଦିଆଯାଇଛି । ଘଟଣାକୁ...

କାହିଁକି ଏତେ ବିଭ୍ରାନ୍ତ ପିନାକୀ ?

ଭୁବନେଶ୍ୱର (ଦ କୁଇଭର): କାହିଁକି ଏତେ ବିଭ୍ରାନ୍ତ ପିନାକୀ? କାହିଁକି ତାଙ୍କ କଥାରେ ରହୁନି ତାଳମେଳ? ସେ ଏତେ ବିଭ୍ରାନ୍ତ ଯେ, ନିଜକୁ ନିଜେ ଚ୍ୟାଲେଞ୍ଚ କରୁଛନ୍ତି...

ବଳି ପଡ଼ୁଛି ବଡ଼ଦେଉଳ: ଚୁପ୍ ସେବାୟତ

ଭୁବନେଶ୍ୱର (ଦ କୁଇଭର): ବିପଦରେ ଶ୍ରୀମନ୍ଦିରର ଢାଞ୍ଚ । ହେଲେ ମୁହଁ ଖୋଲୁନାହାନ୍ତି ସେବାୟତ । ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର...

ଶ୍ରୀମନ୍ଦିର ଜଗମୋହନରେ ପଥର ଫାଟିଛି

(ଦ କୁଇଭର): ଶ୍ରୀମନ୍ଦିର ଜଗମୋହନ ବି ହେଲାଣି ଦୁର୍ବଳ, ମରାମତି କରାଯାଇଥିଲେ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଗ୍ୟାରେଣ୍ଟି ନାହିଁ । କାରଣ ଜଗମୋହନର ଉପର...